𖣔︎ ଶ୍ରୀଅରବିନ୍ଦଃ ଶରଣଂ ମମ । ଶ୍ରୀମାତା ଶରଣଂ ମମ ।
𖣔︎ ଓଁ ନମୋ ଭଗବତେ ଶ୍ରୀଅରବିନ୍ଦାୟ ।
𖣔︎ ଓଁ ନମୋ ନମଃ ଶ୍ରୀମିରାମ୍ବିକାୟୈ ।
𖣔︎ “ ନମାମି ଶ୍ରୀମାତୃ ମିରାରବିନ୍ଦୈ ।
ଶ୍ରୀମାତୃ- ମିରାରବିନ୍ଦଃ ଶରଣଂ ମମ ।
ବିଜୟୈତାଂ ଶ୍ରୀମାତୃ– ମିରାରବିନ୍ଦୈ” ।
𖣔︎ Om Sri Aurobindo Mira Open my mind, my heart, my life to your Light, your Love, your Power. In all things may I see the Divine.
-Sri Aurobindo
ଓଁ ଶ୍ରୀଅରବିନ୍ଦ ମୀରା
ମୋର ମନ, ମୋର ହୃଦୟ, ମୋର ଜୀବନକୁ ତୁମର ଆଲୋକ, ତୁମର ପ୍ରେମ, ତୁମ ଶକ୍ତି ପ୍ରତି ଖୋଲିଧର, ପ୍ରତ୍ୟେକ ବସ୍ତୁରେ ମୁଁ ଯେପରି ଭଗବାନିକୁ ଦର୍ଶନ କରେ ।
ଓଁ ଶ୍ରୀଅରବିନ୍ଦ ମିରେ । ପ୍ରକାଶଂ କୁରୁ ମେ ଚିତ୍ତ, ମନୋ ଜୀବନମ, ତବ ଶକ୍ତିଶ୍ଚ, ପ୍ରେମେଶ୍ଚ, ଜ୍ୟୋତି ବିଧାୟମ, ସର୍ବଭୂତେ ପରାନିତ୍ୟଂ ପଶ୍ୟମେନଂ ବିଧେୟମ୍ ।
𖣔︎ ଓଁ ଆନନ୍ଦମୟି, ଚୈତନ୍ୟମୟି, ସତ୍ୟମୟି ପରମେ
ହେ ଆନନ୍ଦମୟି, ହେ ଚୈତନ୍ୟମୟି, ହେ ସତ୍ୟମୟି, ପରମା ମାଆ
(ଭାବାର୍ଥ – ମୋତେ ତୁମର ଆନନ୍ଦ, ଚେତନା ଓ ସତ୍ୟ ପ୍ରଦାନ କର)
OM O Mother of Delight,
O Mother of Consciousness,
O Mother of Truth, O Supreme !
-Sri Aurobindo
𖣔︎ O Sri Aurobindo Thou art That Being, and the Light!
ଓଁ ତତ୍ ସତ୍ ଜ୍ୟୋତିରରବିନ୍ଦ !
ଓଁ ହେ ଶ୍ରୀଅରବିନ୍ଦ ! ତୁମେ ହିଁ ଓଁ ରୂପୀ ମହାବାକ୍, ତୁମେ ସେହି ପରମ ପୁରୁଷ, ତୁମେହିଁ ସତ୍ ସ୍ବରୂପ ଓ ଜ୍ୟୋତିଃ ସ୍ୱରୂପ ।
(ଭାବାର୍ଥ :- ମୁଁ ତୁମର ଆରାଧନା କରୁଛି ।ତୁମର ସତ୍ୟ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)
𖣔︎ O Sri Aurobindo, Thou art Truth, Knowledge and Light !
ଓଁ ସତ୍ୟଂ ଜ୍ଞାନଂ ଜ୍ୟୋତିରରବିନ୍ଦ ! ଓଁ, ହେ ଶ୍ରୀଅରବିନ୍ଦ ! ତୁମେ ସତ୍ୟ, ତୁମେ ଜ୍ଞାନ, ତୁମେ ଜ୍ୟୋତି ।
(ଭାବାର୍ଥ – ତୁମକୁ ମୁଁ ଆରାଧନା କରୁଛି, ତୁମର ସତ୍ୟ, ଜ୍ଞାନ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)
𖣔︎ ସମର୍ପଣ ମନ୍ତ୍ର
In all pursuits, intellectual or active your one motto should be, “REMEMBER AND OFFER”.
- The Mother
ସକଳ କର୍ମରେ ତାହା ମାନସିଳ ହେଉ ଅଥବା ଶାରୀରିକ ହେଉ ତୁମ ସମ୍ମୁଖରେ ଯେଉଁ ଏକମାତ୍ର ନୀତିବାକ୍ୟ ରହିବା ଉଚିତ, ତାହା ହେଲା- “ସ୍ମରଣ ରଖ ଓ ସମର୍ପଣ କର”।
-ଶ୍ରୀମା
𖣔︎ ନୀରବତା ନିମନ୍ତେ ପ୍ରାର୍ଥନା
Supreme Lord, teach us to be silent so that in silence we may receive Thy force and understand Thy will.
- The Mother
ପରମ ପ୍ରଭୁ, ନୀରବ ହେବା ଲାଗି ଆମକୁ ଶିକ୍ଷା ଦିଅ ଯାହାଦ୍ୱାରା ନୀରବତାରେ ଆମେ ତୁମର ଶକ୍ତି ଗ୍ରହଣ କରିପାରିବୁ ଏବଂ ତୁମ ଇଚ୍ଛାକୁ ବୁଝି ପାରିବୁ ।
- ଶ୍ରୀମା
𖣔︎ Supreme Lord, Eternal truth Let us obey Thee alone and live according to truth.
-The Mother (June, 1971)
ପରମୋଚ୍ଚ ପ୍ରଭୋ ସତ୍ୟ
ନିତ୍ୟ ଦ୍ବାମେବ କେବଳମ୍
ଅନୁବର୍ତ୍ତାମହୈ ସତ୍ୟଂ
ମନୁଜୀବାମ କେବଳମ ।।
(ଭାବାର୍ଥ :- ହେ ପରମ ପ୍ରଭୁ, ଶାଶ୍ବତ ସତ୍ୟ, ଆମ୍ଭେମାନେ କେବଳ ତୁମରି ଆଜ୍ଞାବହ ହୋଇଉଠୁ ଏବଂ ସତ୍ୟର ବିଧାନକୁ ଆଶ୍ରୟ କରି ଜୀବନ ଧାରଣ କରୁ । )
𖣔︎ OM NAMO BHAGAVATE
These three words For me they meant:
OM (implore the Supreme Lord)
NAMO (Pranam (Obeisance ) to Him) BHAGAVATE (make me divine)
-The Mother (14.3.1973)
ଓଁ ନମୋ ଭଗବତେ
ଏହି ତିନୋଟି ଶବ୍ଦର ଅର୍ଥ ମୋ ପାଇଁ ଏଇ ଭଳି ।
ଓଁ (ମୁଁ ପରମ ପ୍ରଭୁଙ୍କୁ ଆବାହନ କରୁଛି)
ନମୋ (ତାଙ୍କୁ ପ୍ରଣାମ କରୁଛି)
ଭଗବତେ (ମୋତେ ଦିବ୍ୟ କରି ଗଢ଼ି ତୋଳନ୍ତୁ)
- ଶ୍ରୀମା
𖣔︎ ଶ୍ରୀଅରବିନ୍ଦଙ୍କ ଗାୟତ୍ରୀ ମନ୍ତ୍ର
Let us meditate On the most auspicious form of Savitri, on the Light of Supreme which shall illumine us with the Truth.
ତତ୍ସବିତୁବରଂ ରୂଫ ଜ୍ୟୋତିଃ ପରସ୍ୟ ଧୀମହି । ୟନ୍ନଃ ସତ୍ୟେନ ଦୀପୟେତ୍ ।।
(ସବିତାଙ୍କର ସେହି ଶ୍ରେଷ୍ଠ ମଙ୍ଗଳମୟ ରୂପ, ପରମଙ୍କର ଦିବ୍ୟ ଜ୍ୟୋତିକୁ ଆସ ଆମ୍ଭେମାନେ ଧ୍ୟାନ କରିବା, ଯାହା ଆମକୁ ସତ୍ୟରେ ସନ୍ଦୀପିତ କରିବ ।)
𖣔︎ ବୈଦିକ ମନ୍ତ୍ର
ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମାଽମୃତଂ ଗମୟ । ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ତଥାସ୍ତୁ
-ଶ୍ରୀଅରବିନ୍ଦ
(ଅର୍ଥାତ୍:- ହେ ଅମୃତମୟୀ ! ଅସତ୍ରୁ ସତ୍, ଅନ୍ଧକାରରୁ ଆଲୋକ, ମୃତ୍ୟୁରୁ ଅମୃତତ୍ବ ଆଡକୁ ମୋତେ ନେଇଚାଲ ।)
BAIDIC MANTRA
From the non-being to true being, From the darkness to the Light, From death to Immortality. Om Peace ! Peace ! Peace ! So be it.
Upanishad – Sri Aurobindo